ପ୍ରେମ ଏକ କ୍ଷୁଦ୍ର ଶଦ୍ଦଟିଏ, କିନ୍ତୁ ବିରାଟ ଅର୍ଥଟିଏ। ପ | ଓଡ଼ିଆ Poetry

"ପ୍ରେମ ଏକ କ୍ଷୁଦ୍ର ଶଦ୍ଦଟିଏ, କିନ୍ତୁ ବିରାଟ ଅର୍ଥଟିଏ। ପ୍ରେମ ଏକ ହସ ,କିନ୍ତୁ ଲୁହର ହ୍ରଦଟିଏ। ପ୍ରେମ ସୁଖ, କିନ୍ତୁ ଦୁଃଖର ନଦୀଟିଏ। ପ୍ରେମ ପୂର୍ଣ୍ଣ, କିନ୍ତୁ ବିଶାଳ କ୍ଷତଟିଏ। ©Pratyusha jenamani"

 ପ୍ରେମ ଏକ କ୍ଷୁଦ୍ର ଶଦ୍ଦଟିଏ, କିନ୍ତୁ ବିରାଟ ଅର୍ଥଟିଏ।

ପ୍ରେମ ଏକ ହସ ,କିନ୍ତୁ ଲୁହର ହ୍ରଦଟିଏ।

ପ୍ରେମ ସୁଖ, କିନ୍ତୁ ଦୁଃଖର ନଦୀଟିଏ।

ପ୍ରେମ ପୂର୍ଣ୍ଣ, କିନ୍ତୁ ବିଶାଳ କ୍ଷତଟିଏ।

©Pratyusha jenamani

ପ୍ରେମ ଏକ କ୍ଷୁଦ୍ର ଶଦ୍ଦଟିଏ, କିନ୍ତୁ ବିରାଟ ଅର୍ଥଟିଏ। ପ୍ରେମ ଏକ ହସ ,କିନ୍ତୁ ଲୁହର ହ୍ରଦଟିଏ। ପ୍ରେମ ସୁଖ, କିନ୍ତୁ ଦୁଃଖର ନଦୀଟିଏ। ପ୍ରେମ ପୂର୍ଣ୍ଣ, କିନ୍ତୁ ବିଶାଳ କ୍ଷତଟିଏ। ©Pratyusha jenamani

😊
#Love #ଓଡ଼ିଆ #Nojoto

People who shared love close

More like this

Trending Topic