ଚରା ଭୂଇଁ ଘାସ 🍁🍁🍁🍁🍁 ଚରା ଭୂଇଁ ଘାସ ପ୍ରକୃତି ର ବେଶ ସେହି | ଓଡ଼ିଆ କବିତା Video

"ଚରା ଭୂଇଁ ଘାସ 🍁🍁🍁🍁🍁 ଚରା ଭୂଇଁ ଘାସ ପ୍ରକୃତି ର ବେଶ ସେହି ପଡ଼ିଆ ରେ କରେ ଚାଷ ବାସ। ଗୋରୁ ଗାଈ ଗୋଠ ଚରୁଥାନ୍ତି ସେଠି ଆହାର ବିହାର ତହିଁ ବାର ମାସ। ପ୍ରକୃତି ପରିବେଶ ଦିଶେ ସୁନ୍ଦର ଧରା ଅଟେ ପ୍ରାଣୀ ଙ୍କ ଚରାଚର। ତାହା ଅଟେ ତାଙ୍କ ବିଳାସ ର ଦ୍ବାର ସେ ଛବି ଦିଶେ କେଡ଼େ ମନୋହର। ଘାସ ର ଉପରେ ଘୋଡ଼ା ର ଚାରଣ ସୌନ୍ଦର୍ଯ୍ୟ ଭରା ତୃଷ୍ଣା ର ବରଣ। ଦେଖୁଥାଏ ମନ ସେ ଦୃଶ୍ୟ ଛବିଳ ପ୍ରକୃତି ରେ ଭରା ଏ ଧରା ସୃଜନ । ©Sri batsa Meher "

ଚରା ଭୂଇଁ ଘାସ 🍁🍁🍁🍁🍁 ଚରା ଭୂଇଁ ଘାସ ପ୍ରକୃତି ର ବେଶ ସେହି ପଡ଼ିଆ ରେ କରେ ଚାଷ ବାସ। ଗୋରୁ ଗାଈ ଗୋଠ ଚରୁଥାନ୍ତି ସେଠି ଆହାର ବିହାର ତହିଁ ବାର ମାସ। ପ୍ରକୃତି ପରିବେଶ ଦିଶେ ସୁନ୍ଦର ଧରା ଅଟେ ପ୍ରାଣୀ ଙ୍କ ଚରାଚର। ତାହା ଅଟେ ତାଙ୍କ ବିଳାସ ର ଦ୍ବାର ସେ ଛବି ଦିଶେ କେଡ଼େ ମନୋହର। ଘାସ ର ଉପରେ ଘୋଡ଼ା ର ଚାରଣ ସୌନ୍ଦର୍ଯ୍ୟ ଭରା ତୃଷ୍ଣା ର ବରଣ। ଦେଖୁଥାଏ ମନ ସେ ଦୃଶ୍ୟ ଛବିଳ ପ୍ରକୃତି ରେ ଭରା ଏ ଧରା ସୃଜନ । ©Sri batsa Meher

ଚରା ଭୂଇଁ ଘାସ

People who shared love close

More like this

Trending Topic