ସେ ନୀରବ ରହି ଆଖିରୁ ଲୁହ ଝରାଏ ଆଉ ମୁଁ ସେହି ଲୁହ ଭିତରେ | ଓଡ଼ିଆ ଶାୟାରି ଏବଂ ଗଜ

"ସେ ନୀରବ ରହି ଆଖିରୁ ଲୁହ ଝରାଏ ଆଉ ମୁଁ ସେହି ଲୁହ ଭିତରେ କେବଳ ତାକୁ ହିଁ ପାଏ କାରଣ ଯିଏ ଯାହାକୁ କଷ୍ଟ ଦିଏ ସେ କଷ୍ଟଟା ଭିତରେ କେବଳ ଲୁହକୁ ପାଏ ©Diptimayee Nayak"

 ସେ ନୀରବ ରହି ଆଖିରୁ ଲୁହ ଝରାଏ 
ଆଉ ମୁଁ ସେହି ଲୁହ ଭିତରେ 
କେବଳ ତାକୁ ହିଁ ପାଏ 
କାରଣ ଯିଏ ଯାହାକୁ କଷ୍ଟ ଦିଏ 
ସେ କଷ୍ଟଟା ଭିତରେ କେବଳ ଲୁହକୁ ପାଏ

©Diptimayee Nayak

ସେ ନୀରବ ରହି ଆଖିରୁ ଲୁହ ଝରାଏ ଆଉ ମୁଁ ସେହି ଲୁହ ଭିତରେ କେବଳ ତାକୁ ହିଁ ପାଏ କାରଣ ଯିଏ ଯାହାକୁ କଷ୍ଟ ଦିଏ ସେ କଷ୍ଟଟା ଭିତରେ କେବଳ ଲୁହକୁ ପାଏ ©Diptimayee Nayak

People who shared love close

More like this

Trending Topic