ସ୍ୱର ''''' ଅଳପ ଆଳାପେ ମଧୁର ମୋହ ସେ' ଅନ୍ତରଙ୍ଗ ଭାବ ଧ | ଓଡ଼ିଆ Shayari

"ସ୍ୱର ''''' ଅଳପ ଆଳାପେ ମଧୁର ମୋହ ସେ' ଅନ୍ତରଙ୍ଗ ଭାବ ଧାର ନିହାତି ନିସଙ୍ଗ ଜୀବନ ପଥେ ମୋ' ବିଶ୍ୱାସର ପୁଣ୍ୟ ସ୍ୱର । ©Monalisa Kar"

 ସ୍ୱର 
'''''
ଅଳପ ଆଳାପେ ମଧୁର ମୋହ ସେ' 
ଅନ୍ତରଙ୍ଗ ଭାବ ଧାର 
ନିହାତି ନିସଙ୍ଗ ଜୀବନ ପଥେ ମୋ'
ବିଶ୍ୱାସର ପୁଣ୍ୟ ସ୍ୱର ।

©Monalisa Kar

ସ୍ୱର ''''' ଅଳପ ଆଳାପେ ମଧୁର ମୋହ ସେ' ଅନ୍ତରଙ୍ଗ ଭାବ ଧାର ନିହାତି ନିସଙ୍ଗ ଜୀବନ ପଥେ ମୋ' ବିଶ୍ୱାସର ପୁଣ୍ୟ ସ୍ୱର । ©Monalisa Kar

#ସ୍ୱର

People who shared love close

More like this

Trending Topic