"ଜୀବନରେ ଏମିତି ଜଣେ ବନ୍ଧୁ ରଖ ଯିଏ ତମକୁ ସବୁ ବିପଦ ଆପଦରୁ ତମକୁ ଉଦ୍ଧାର କରିପାରୁଥିବ ଆଉ ତମେ ବି ତା ପାଇଁ ଯେମିତି ଜୀବନ ଦେବାପାଇଁ ନୁହେଁ ବରଂ ଜୀବନ ଦେଲାଭଳି ସାଙ୍ଗ ହୋଇ ତା ପାଖରେ ରହୁଥିବ ନଚେତ ଆଜିର ଦୁନିଆରେ ବେଈମାନ ସାଙ୍ଗଙ୍କର ଅଭାବ ନାହିଁ ଯେଉଁମାନେ ଆଗରେ ମିଶୁଥିବେ ଆଉ ତମ ପାଖରେ ଖାଲକୁ ଠେଲୁଥିବେ
©Diptimayee Nayak
"