ଯଦି ଜଣେ ସାଧୁ ଦଳ ଗୋଷ୍ଠୀ କୁ ପ୍ରଶ୍ରୟ ଦେବ ତେବେ ଏଇ ସାଧା | ଓଡ଼ିଆ ମତ ଏବଂ ଚିନ୍

"ଯଦି ଜଣେ ସାଧୁ ଦଳ ଗୋଷ୍ଠୀ କୁ ପ୍ରଶ୍ରୟ ଦେବ ତେବେ ଏଇ ସାଧାରଣ ଜନତା ଶିଖିବେ କଣ ? ଆଜି ଏଇ ପ୍ରଶ୍ନରେ ଅନେକ ବିତର୍କ ଏବଂ ବିବାଦ ଦେଖା ଦେବ କିନ୍ତୁ ସପକ୍ଷବାଦି ଙ୍କ ପାଖରେ ସତ୍ୟ ଥାଇ ମଧ୍ୟ ସେମାନେ ଚୁପ୍ ରହିବେ , କାରଣ ସିଶିଆର୍ ଖରାପ ହୋଇଯିବ । ଧିକ ତୁମ ଜୀବନ । ଭୁଲ୍ କଣ ହେଉଛି ଅବା ଠିକ୍ କେତେ ହେଉଛି ମନ କୁ ପ୍ରଶ୍ନ କରନ୍ତୁ । ଏଠି ମୁଁ କାହାକୁ ଇଙ୍ଗିତ କରୁ ନାହିଁ । କିନ୍ତୁ ନିଜକୁ ଦର୍ପଣ ସାମନାରେ ଦେଖିବାର ବୟସ ଏବଂ ଚିହ୍ନିବାର ବୟସ ସମସ୍ତଙ୍କର ଅଛି । ଗୋଟିଏ ଭୁଲ କୁ ଲୁଚେଇ ହଜାରେ ଭୁଲ୍ କରିବା ଟା କେତେ ଦୂର ଠିକ୍ । ସମସ୍ତେ ମିଶିବା ଜାଣନ୍ତି ହେଲେ ଦୁଃଖ ର ବିଷୟ ଏହା ଯେ ମିଶିବାକୁ ସୁଯୋଗ କମ୍ ମିଳେ । ଗୃପିଶିମ୍ ର ଶିକାର ହେବାକୁ ପଡ଼େ। ଏହି ଗ୍ରୁପ ଯେତେବେଳେ ସାଧାରଣ ଜନତା ଉପରେ ଆସେ ତାହାକୁ ସହ୍ୟ କରିହୁଏ । କିନ୍ତୁ ଯେବେ ରାଜା ସ୍ଵୟଂ ପ୍ରଜା ଙ୍କ ଭିତରେ ଏମିତି ଅସମାନତା ତିଆରି କରେ , ସେବେ ସହ୍ୟ କରୁଥିବା ପ୍ରଜା କାହାକୁ କହିବ ? ଏଠି ସମସ୍ତ ରାଜା ଙ୍କୁ ମୋର ପ୍ରଶ୍ନ , ଈଶ୍ୱର ଆପଣ ଙ୍କୁ ଏତେ ବଡ ଉପାଧି ରେ ଅଧିଷ୍ଠିତ କରାଇଛନ୍ତି ତେବେ ଥରେ ନିଜକୁ ପ୍ରଶ୍ନ ରାତିରେ ଶୋଇବା ବେଳେ କରନ୍ତୁ , କେତେ କିଛି ଠିକ୍ ଅବା କେତେ କିଛି ଭୁଲ ହୋଇଛି । ଜଣେ ସାଧାରଣ ନାଗରିକ ହିସାବରେ ମୋର ଏଇ ଛୋଟିଆ ପ୍ରଶ୍ନ କୁ ହୃଦୟ କୁ ନେବାକୁ ଅନୁରୋଧ । ମସ୍ତିଷ୍କ କୁ ନେଲେ ଆପଣ ଙ୍କୁ ଆପଣ ଙ୍କ ଭୁଲ୍ ଅପେକ୍ଷା ସେହି ପୀଡ଼ିତ ଜନତା ଙ୍କ ଦୂର୍ଗୁଣ ଦୃଶ୍ୟମାନ ହେବ । ବି:ଦ୍ର - କାହାକୁ ଇଙ୍ଗିତ କରାଯାଇ ନାହିଁ , ଦେହରେ ଲାଗିଲେ ମୋର ଦୋଷ ନାହିଁ । ©ସସ୍ମିତା ସିଂହ wordsfromtheheart ©Sasmita Singh"

 ଯଦି ଜଣେ ସାଧୁ ଦଳ ଗୋଷ୍ଠୀ କୁ ପ୍ରଶ୍ରୟ ଦେବ ତେବେ ଏଇ ସାଧାରଣ ଜନତା ଶିଖିବେ କଣ ? ଆଜି ଏଇ ପ୍ରଶ୍ନରେ ଅନେକ ବିତର୍କ ଏବଂ ବିବାଦ ଦେଖା ଦେବ କିନ୍ତୁ ସପକ୍ଷବାଦି ଙ୍କ ପାଖରେ ସତ୍ୟ ଥାଇ ମଧ୍ୟ ସେମାନେ ଚୁପ୍ ରହିବେ , କାରଣ ସିଶିଆର୍ ଖରାପ ହୋଇଯିବ । ଧିକ ତୁମ ଜୀବନ । ଭୁଲ୍ କଣ ହେଉଛି ଅବା ଠିକ୍ କେତେ ହେଉଛି ମନ କୁ ପ୍ରଶ୍ନ କରନ୍ତୁ । ଏଠି ମୁଁ କାହାକୁ ଇଙ୍ଗିତ କରୁ ନାହିଁ । କିନ୍ତୁ ନିଜକୁ ଦର୍ପଣ ସାମନାରେ ଦେଖିବାର ବୟସ ଏବଂ ଚିହ୍ନିବାର ବୟସ ସମସ୍ତଙ୍କର ଅଛି । ଗୋଟିଏ ଭୁଲ କୁ ଲୁଚେଇ ହଜାରେ ଭୁଲ୍ କରିବା ଟା କେତେ ଦୂର ଠିକ୍ । ସମସ୍ତେ ମିଶିବା ଜାଣନ୍ତି ହେଲେ ଦୁଃଖ ର ବିଷୟ ଏହା ଯେ ମିଶିବାକୁ ସୁଯୋଗ କମ୍ ମିଳେ । ଗୃପିଶିମ୍ ର ଶିକାର ହେବାକୁ ପଡ଼େ। ଏହି ଗ୍ରୁପ ଯେତେବେଳେ ସାଧାରଣ ଜନତା ଉପରେ ଆସେ ତାହାକୁ ସହ୍ୟ କରିହୁଏ । କିନ୍ତୁ ଯେବେ ରାଜା ସ୍ଵୟଂ ପ୍ରଜା ଙ୍କ ଭିତରେ ଏମିତି ଅସମାନତା ତିଆରି କରେ , ସେବେ ସହ୍ୟ କରୁଥିବା ପ୍ରଜା କାହାକୁ କହିବ ?  ଏଠି ସମସ୍ତ ରାଜା ଙ୍କୁ ମୋର ପ୍ରଶ୍ନ , ଈଶ୍ୱର ଆପଣ ଙ୍କୁ ଏତେ ବଡ ଉପାଧି ରେ ଅଧିଷ୍ଠିତ କରାଇଛନ୍ତି ତେବେ ଥରେ ନିଜକୁ ପ୍ରଶ୍ନ ରାତିରେ ଶୋଇବା ବେଳେ କରନ୍ତୁ , କେତେ କିଛି ଠିକ୍ ଅବା କେତେ କିଛି ଭୁଲ ହୋଇଛି । ଜଣେ ସାଧାରଣ ନାଗରିକ ହିସାବରେ ମୋର ଏଇ ଛୋଟିଆ ପ୍ରଶ୍ନ କୁ ହୃଦୟ କୁ ନେବାକୁ ଅନୁରୋଧ । ମସ୍ତିଷ୍କ କୁ ନେଲେ ଆପଣ ଙ୍କୁ ଆପଣ ଙ୍କ ଭୁଲ୍ ଅପେକ୍ଷା ସେହି ପୀଡ଼ିତ ଜନତା ଙ୍କ ଦୂର୍ଗୁଣ ଦୃଶ୍ୟମାନ ହେବ । 

ବି:ଦ୍ର - କାହାକୁ ଇଙ୍ଗିତ କରାଯାଇ ନାହିଁ , ଦେହରେ ଲାଗିଲେ ମୋର ଦୋଷ ନାହିଁ ।

©ସସ୍ମିତା ସିଂହ
wordsfromtheheart

©Sasmita Singh

ଯଦି ଜଣେ ସାଧୁ ଦଳ ଗୋଷ୍ଠୀ କୁ ପ୍ରଶ୍ରୟ ଦେବ ତେବେ ଏଇ ସାଧାରଣ ଜନତା ଶିଖିବେ କଣ ? ଆଜି ଏଇ ପ୍ରଶ୍ନରେ ଅନେକ ବିତର୍କ ଏବଂ ବିବାଦ ଦେଖା ଦେବ କିନ୍ତୁ ସପକ୍ଷବାଦି ଙ୍କ ପାଖରେ ସତ୍ୟ ଥାଇ ମଧ୍ୟ ସେମାନେ ଚୁପ୍ ରହିବେ , କାରଣ ସିଶିଆର୍ ଖରାପ ହୋଇଯିବ । ଧିକ ତୁମ ଜୀବନ । ଭୁଲ୍ କଣ ହେଉଛି ଅବା ଠିକ୍ କେତେ ହେଉଛି ମନ କୁ ପ୍ରଶ୍ନ କରନ୍ତୁ । ଏଠି ମୁଁ କାହାକୁ ଇଙ୍ଗିତ କରୁ ନାହିଁ । କିନ୍ତୁ ନିଜକୁ ଦର୍ପଣ ସାମନାରେ ଦେଖିବାର ବୟସ ଏବଂ ଚିହ୍ନିବାର ବୟସ ସମସ୍ତଙ୍କର ଅଛି । ଗୋଟିଏ ଭୁଲ କୁ ଲୁଚେଇ ହଜାରେ ଭୁଲ୍ କରିବା ଟା କେତେ ଦୂର ଠିକ୍ । ସମସ୍ତେ ମିଶିବା ଜାଣନ୍ତି ହେଲେ ଦୁଃଖ ର ବିଷୟ ଏହା ଯେ ମିଶିବାକୁ ସୁଯୋଗ କମ୍ ମିଳେ । ଗୃପିଶିମ୍ ର ଶିକାର ହେବାକୁ ପଡ଼େ। ଏହି ଗ୍ରୁପ ଯେତେବେଳେ ସାଧାରଣ ଜନତା ଉପରେ ଆସେ ତାହାକୁ ସହ୍ୟ କରିହୁଏ । କିନ୍ତୁ ଯେବେ ରାଜା ସ୍ଵୟଂ ପ୍ରଜା ଙ୍କ ଭିତରେ ଏମିତି ଅସମାନତା ତିଆରି କରେ , ସେବେ ସହ୍ୟ କରୁଥିବା ପ୍ରଜା କାହାକୁ କହିବ ? ଏଠି ସମସ୍ତ ରାଜା ଙ୍କୁ ମୋର ପ୍ରଶ୍ନ , ଈଶ୍ୱର ଆପଣ ଙ୍କୁ ଏତେ ବଡ ଉପାଧି ରେ ଅଧିଷ୍ଠିତ କରାଇଛନ୍ତି ତେବେ ଥରେ ନିଜକୁ ପ୍ରଶ୍ନ ରାତିରେ ଶୋଇବା ବେଳେ କରନ୍ତୁ , କେତେ କିଛି ଠିକ୍ ଅବା କେତେ କିଛି ଭୁଲ ହୋଇଛି । ଜଣେ ସାଧାରଣ ନାଗରିକ ହିସାବରେ ମୋର ଏଇ ଛୋଟିଆ ପ୍ରଶ୍ନ କୁ ହୃଦୟ କୁ ନେବାକୁ ଅନୁରୋଧ । ମସ୍ତିଷ୍କ କୁ ନେଲେ ଆପଣ ଙ୍କୁ ଆପଣ ଙ୍କ ଭୁଲ୍ ଅପେକ୍ଷା ସେହି ପୀଡ଼ିତ ଜନତା ଙ୍କ ଦୂର୍ଗୁଣ ଦୃଶ୍ୟମାନ ହେବ । ବି:ଦ୍ର - କାହାକୁ ଇଙ୍ଗିତ କରାଯାଇ ନାହିଁ , ଦେହରେ ଲାଗିଲେ ମୋର ଦୋଷ ନାହିଁ । ©ସସ୍ମିତା ସିଂହ wordsfromtheheart ©Sasmita Singh

#Path

People who shared love close

More like this

Trending Topic