ନଗଣ୍ୟ ସଦୃଶ୍ୟ ଗାଁ ରେ ଠିଆ ହୋଇଛି ମୁଁ ମୁଣ୍ଡ ଟେକି କେତ

"ନଗଣ୍ୟ ସଦୃଶ୍ୟ ଗାଁ ରେ ଠିଆ ହୋଇଛି ମୁଁ ମୁଣ୍ଡ ଟେକି କେତେ ଯେ ଆସନ୍ତି କେତେ ଯେ ଯାଆନ୍ତି ସବୁ ଦେଖିଛି ଏ ଆଖି କେତେ ଅପାଠୁଆ ହୋଇଛନ୍ତି ମୋ ପାଖରେ ଶିକ୍ଷିତ ଆଜି କରିଛନ୍ତି ଉଚ୍ଚ ଉଚ୍ଚ ଚାକିରି ମନେପଡିଯାଏ ମୁଁ କେବେ କେବେ ଅଭୁଲା ସ୍ମୃତି ରୂପେ କାଟିଥିବା ସାଙ୍ଗମେଳେ‌ ସମୟ ©bindass sriya"

 ନଗଣ୍ୟ ସଦୃଶ୍ୟ ଗାଁ ରେ ଠିଆ ହୋଇଛି ମୁଁ ମୁଣ୍ଡ  ଟେକି 
କେତେ ଯେ ଆସନ୍ତି କେତେ ଯେ ଯାଆନ୍ତି
ସବୁ ଦେଖିଛି ଏ ଆଖି
କେତେ ଅପାଠୁଆ ହୋଇଛନ୍ତି ମୋ ପାଖରେ ଶିକ୍ଷିତ
ଆଜି କରିଛନ୍ତି ଉଚ୍ଚ ଉଚ୍ଚ ଚାକିରି
ମନେପଡିଯାଏ ମୁଁ କେବେ କେବେ ଅଭୁଲା ସ୍ମୃତି ରୂପେ
କାଟିଥିବା  ସାଙ୍ଗମେଳେ‌ ସମୟ

©bindass sriya

ନଗଣ୍ୟ ସଦୃଶ୍ୟ ଗାଁ ରେ ଠିଆ ହୋଇଛି ମୁଁ ମୁଣ୍ଡ ଟେକି କେତେ ଯେ ଆସନ୍ତି କେତେ ଯେ ଯାଆନ୍ତି ସବୁ ଦେଖିଛି ଏ ଆଖି କେତେ ଅପାଠୁଆ ହୋଇଛନ୍ତି ମୋ ପାଖରେ ଶିକ୍ଷିତ ଆଜି କରିଛନ୍ତି ଉଚ୍ଚ ଉଚ୍ଚ ଚାକିରି ମନେପଡିଯାଏ ମୁଁ କେବେ କେବେ ଅଭୁଲା ସ୍ମୃତି ରୂପେ କାଟିଥିବା ସାଙ୍ଗମେଳେ‌ ସମୟ ©bindass sriya

#collegelife #college

People who shared love close

More like this

Trending Topic