#DaughtersDay ଝିଅ ଶୁଦ୍ଧ ଘିଅ ଭାବର ଅମୀୟ ଶରଧାର ସୁଧାଝର, ଘନ ଅନ୍ଧକାରେ ଆଲୋକର ସ୍ୱନ ପିତାମାତାଙ୍କର ସ୍ଵର ସିଏ ମିଠା ନଈ ଧାର, ଦାମ୍ପତ୍ୟ ତୀର୍ଥର ଅନୁପମ ସୃଷ୍ଟି ସୌନ୍ଦର୍ଯ୍ୟର ପାରାବାର । ©ସୁଜିତ୍ କୁମାର ମିଶ୍ର #DaughtersDay Quotes, Shayari, Story, Poem, Jokes, Memes On Nojoto